ପର୍ଯ୍ୟାବର୍ତ୍ତ Parj̄yābartta

  • ସଂ .ବି. (ପରି+ଆ+ବୃତ୍ ଧାତୁ+ଭାବ. ଅ) — ପ୍ରତ୍ୟାଗମନ — Return
  • ସଂ .ବି. (ପରି+ଆ+ବୃତ୍ ଧାତୁ+ଭାବ. ଅ) — ବଦଳ — Exchange
  • ସଂ .ବି. (ପରି+ଆ+ବୃତ୍ ଧାତୁ+ଭାବ. ଅ) — ସଂସାରରେ ପୁଣି ଜନ୍ମଗ୍ରହଣ (ହି. ଶ) — Taking rebirth in the world after death