ପର୍ଯ୍ୟାପ୍ତ Parj̄yāpta
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ପ୍ରାପ୍ତ; ଲବ୍ଧ — Got; received; gained
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ସମର୍ଥ — Able
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ସମ୍ପୂର୍ଣ୍ଣ — Complete; full
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ଯଥେଷ୍ଟ; ପ୍ରଚୁର — Sufficient; enough; adequate
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ସମସ୍ତ — Whole; entire
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ପରିମିତ — Definite; moderate; limited
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ସମ୍ପନ୍ନ — Endowed
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ବହୁ ପରିମିତ — Copious; abundant; many; much
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ବିସ୍ତୃତ — Extensive; wide
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ସମାପ୍ତ — Completed; finished. (M.W.)
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ବୃହତ୍ — Large
- ସଂ .ବିଣ. (ପରି+ଆପ୍ ଧାତୁ=ପାଇବା+କର୍ତ୍ତୃ. ତ) — ଯୋଗ୍ୟ; ଉପଯୁକ୍ତ — Suitable; fit