ପର୍ଯ୍ୟାକୁଳ Parj̄yākul̄a
- ସଂ. ବିଣ. (ପରି+ଆକୁଳ) — ଅତି କାତର; ଅତି ବ୍ୟାକୁଳ — 1. Very uneasy; bewildered; confused
- ସଂ. ବିଣ. (ପରି+ଆକୁଳ) — ବ୍ୟତିବ୍ୟସ୍ତ — Disordered; confused
- ସଂ. ବିଣ. (ପରି+ଆକୁଳ) — ଅତି ଚିନ୍ତାନ୍ୱିତ — Very anxious
- ସଂ. ବିଣ. (ପରି+ଆକୁଳ) — ସ୍ଖଳିତ ଗତି — Tottering
- ସଂ. ବିଣ. (ପରି+ଆକୁଳ) — ଗୋଳିଆ (ପାଣି) — Turbid (water). (M.W.)