ପର୍ମ Parma

  • ଗ୍ରା. ବିଣ. (ସଂ. ପରମ) — ପରମ, ସର୍ବ ପ୍ରଧାନ — Supreme
  • ଗ୍ରା. ବିଣ. (ସଂ. ପରମ) — ସେ ରୂପ ପର୍ମ ବ୍ରହ୍ମସାର। ଯଶୋବନ୍ତ, ପ୍ରେମଭକ୍ତି, ବ୍ରହ୍ମଗୀତା।