ପର୍ବ୍ବ Parbba
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ସନ୍ଧି; ଗ୍ରନ୍ଥି; ଗଣ୍ଠି — Knot; joint; knuckle
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ଆଖୁ; ବେତଆଦିର ଦୁଇଟି ଗଣ୍ଠି ମଧ୍ୟସ୍ଥ ଅଂଶ; ଆଙ୍ଗୁଠିର ଦୁଇ ଗଣ୍ଠି ମଧ୍ୟସ୍ଥ ଅଂଶ; ପବ; ପଗ — The part of a cane between two knots; internode
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ଅମାବାସ୍ୟା ଓ ପ୍ରତିପଦାର ସନ୍ଧି — The juncture between the newmoon and its next day
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ଯାତ୍ରା; ପରବ; ଉତ୍ସବ — Festival; an occasion of rejoicing
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ବୋଲିବା କି ମାତା ତୁମ୍ଭେ, ରାହୁ ହେଲେ ଏ ଆରମ୍ଭେ ପର୍ବକାଳେ ବେନିକୁଳ ଗ୍ରାସେ—ଭଞ୍ଜ. ବୈଦେହୀଶ ବିଳାସ।
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ଅଙ୍ଗଭଙ୍ଗୀ — Gesture
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ମହାଭାରତର 18 ଗୋଟି ବିଭାଗ — ମହାଭାରତର18ଗୋଟି ବିଭାଗ— . Parts (numbering 18) of the Mahābhārat
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ପୁସ୍ତକର ଅଧ୍ୟାୟ — Section or chapter of a book
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ଅଷ୍ଟମୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଓ ସଂକ୍ରାନ୍ତି, ଏହି ପାଞ୍ଚଗୋଟି ବିଶେଷ ତିଥି — The th, 14th, fullmoon and newmoon of the lunar month and the first day of the solar month
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ପ୍ରସ୍ତାବ — Proposal
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — କ୍ଷଣ — Moment; instant (M.W.)
- ସଂ. ବି. (ପୃ ଧାତୁ=ପୂରଣ କରିବା+ବନ୍; ପର୍ବନ୍ ଶବ୍ଦ) — ବିଷୁବ; ସମଦିବା ରାତ୍ର — Equinox; solstice (M.W.)