ପର୍ବତାସ୍ତ୍ର Parbatāstra

  • ସଂ .ବି — ପ୍ରାଚୀନ କାଳର ଯୁଦ୍ଧାସ୍ତ୍ରବିଶେଷ — A weapon of war mentioned in the mythologies
  • ସଂ .ବି — [ଦ୍ର—ପୁରାଣାଦିରେ ବର୍ଣ୍ଣିତ ହୋଇଅଛି ଯେ ଶତ୍ରୁ ଉପରକୁ ଏହି ଶର ପ୍ରୟୋଗ କଲେ ସେଥିରୁ ବଡ଼ ବଡ଼ ପଥରଖଣ୍ଡମାନ ବରଷି ଶତ୍ରୁମାନଙ୍କୁ ପେଷି ମାରି ପକାଉଥିଲା ଓ ନିଜ ସେନାର ଚାରିପାଖେ ପାହାଡ଼ ପରି ପଥର ଗଦା ହୋଇ ଯାଉଥିବାରୁ ଶତ୍ରୁପକ୍ଷଙ୍କ ଆକ୍ରମଣରୁ ସେନା ରକ୍ଷା ପାଉଥିଲା।]