ପର୍ବତାଶ୍ରୟ Parbatāṡraya

  • ସଂ .ବି. (ବହୁବ୍ରୀହି; ପର୍ବତ+ଆଶ୍ରୟ) — ପାର୍ବତ୍ୟ ବ୍ୟକ୍ତି; ପର୍ବତବାସୀ ବ୍ୟକ୍ତି — Mountaineer
  • ସଂ .ବି. (ବହୁବ୍ରୀହି; ପର୍ବତ+ଆଶ୍ରୟ) — ଶରଭ ନାମକ ଅଷ୍ଟପଦୀ ପୌରାଣିକ ଜୀବ — Name of a fabulous eight-legged animal
  • ସଂ .ବିଣ .ପୁଂ — ପର୍ବତବାସୀ — Living in the mountains