ପର୍ବଣ Parbaṇa

  • ସଂ .ବି. (ପୃ ଧାତୁ+ଅନ) — ପୂର୍ଣ୍ଣ କରିବା କର୍ମ (ହି. ଶ) — The act of completing or filling up
  • ସଂ .ବି. (ପୃ ଧାତୁ+ଅନ) — ରାକ୍ଷସବିଶେଷ — Name of a demon
  • ସଂ .ବି. (ପୃ ଧାତୁ+ଅନ) — ଗ୍ରନ୍ଥି; ଗଣ୍ଠି — A knot (M.W.)