ପର୍ବକାରୀ Parbakārī
- ସଂ. ବି - ପର୍ବ (ସଂକ୍ରାନ୍ତି, ଅମାବାସ୍ୟା, ଅଷ୍ଟମୀ, ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମାଦି)ରେ କରଣୀୟ ଅନୁଷ୍ଠାନ ଓ ଯଜ୍ଞମାନଙ୍କୁ ଯେଉଁ ପୁରୋହିତ ଅର୍ଥଲୋଭରେ ତଦତିରିକ୍ତ ଅନ୍ୟ ଦିବସମାନଙ୍କରେ କରେ — A Brāhmaṇa who, from motives of gain, performs on common days ceremonies which ought to be performed on Parba days