ପର୍ବ ସନ୍ଧି Parba sandhi
- ସଂ .ବିଣ ( 6 ଷ୍ଠୀ ତତ୍; ପର୍ବ+ସନ୍ଧି) — ପୂର୍ଣ୍ଣିମା ଓ ପ୍ରତିପଦ୍, କିମ୍ବା ଅମାବାସ୍ୟା ଓ ପ୍ରତିପଦ୍ର ସନ୍ଧି- ସ୍ଥଳ — The time between the last day of one lunar fortnight and the st day of the next
- ସଂ .ବିଣ ( 6 ଷ୍ଠୀ ତତ୍; ପର୍ବ+ସନ୍ଧି) — ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣର ସମୟ (ହି. ଶବ୍ଦସାଗର) — The time of a solar or lunar eclipse
- ସଂ .ବିଣ ( 6 ଷ୍ଠୀ ତତ୍; ପର୍ବ+ସନ୍ଧି) — ଆଣ୍ଠୁର ଗଣ୍ଠି (ହି. ଶବ୍ଦସାଗର) — Knee-joint