ପର୍ଣ୍ଣ Parṇṇa
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ଗଛର ପତ୍ର — Leaf of trees
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ଜନକ କନ୍ୟା ସ୍ନାନେ ପବିତ୍ର ଅତି, ପର୍ଣ୍ଣ ଗହଳ ଯହିଁ ତରୁବ୍ରତତୀ। ରାଧାନାଥ. ମେଘଦୂତ।
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ତାମ୍ବୁଳ; ପାନ — Betel leaf
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ପକ୍ଷୀର ଡେଣା; ପକ୍ଷ — Pinion; wings of a bird
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ପକ୍ଷୀର ପର — Feather
- ସଂ. ବି. (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ) — ଫୁଲର ପାଖୁଡ଼ା ବା ଦଳ — The petal of a flower