ପର୍ଣ୍ଣାଶନ Parṇṇāṡana
- ସଂ. ବି—(ପର୍ଣ୍ଣ+ଅଶନ) — ( 6 ଷ୍ଠୀ ତତ୍) ଖାଦ୍ୟରୂପେ ବ୍ୟବହୃତ ପତ୍ର — (6ଷ୍ଠୀ ତତ୍) ଖାଦ୍ୟରୂପେ ବ୍ୟବହୃତ ପତ୍ର—. Leaves used as food
- ସଂ. ବି—(ପର୍ଣ୍ଣ+ଅଶନ) — (ବହୁବ୍ରୀହି) ମେଘ — Cloud. (M.W.)
- ବିଣ. ପୁଂ — (ବହୁବ୍ରୀହି) ଯେ ପତ୍ର ଖାଇ ବଞ୍ଚେ — Living on leaves; feeding on leaves