ପର୍ଣ୍ଣାଦ Parṇṇāda

  • ସଂ. ବିଣ. ପୁଂ. (ପର୍ଣ୍ଣ+ଅଦ୍ ଧାତୁ+କର୍ତ୍ତୃ. ଅ) — ଯେ ବ୍ରତପାଇଁ ପତ୍ର ଖାଇ ବଞ୍ଚେ — Subsisting on leaves in pursuance of a religious vow