ପର୍ଣ୍ଣସି Parṇṇasi

  • ସଂ. ବି — କମଳ; ପଦ୍ମ (ହି. ଶ.) — Lotus
  • ସଂ. ବି — ପାଣି ମଧ୍ୟରେ ନିର୍ମିତ ଘର (ହି. ଶ.) — A house built in the midst of water; a summer house
  • ସଂ. ବି — ଅଳଙ୍କରଣ — Decoration; toilet. (M.W.)
  • ସଂ. ବି — ଶାକସବଜୀ; ପରିବା — A vegetable (M.W.)