ପର୍ଣ୍ଣ ମୃଗ Parṇṇa mṛuga

  • ସଂ. ବି — ଶାଖାମୃଗ; ବାନର — Monkey
  • ସଂ. ବି — କଟାଶ; ବୃକ୍ଷମାର୍ଜାର — Wild cat
  • ସଂ. ବି — ଯେଉଁ ପଶୁମାନେ ଗଛ ଉପରେ ଚଳପ୍ରଚଳ ହୁଅନ୍ତି — Beasts frequenting trees