ପର୍ଣ୍ଣ ଦାହ Parṇṇa dāha
- ସଂ. ବି — ପଲାଶ ଦାହ; ମୃତ ବ୍ୟକ୍ତିର ଦେହ ନ ମିଳିଲେ ଜ୍ଞାତି କୁଟୁମ୍ବମାନେ ପଲାଶ ପତ୍ର ଦ୍ୱାରା ମୃତ ବ୍ୟକ୍ତିର ମୂର୍ତ୍ତି ରଚନା କରି ଉକ୍ତ କଳ୍ପିତ ମୃତବ୍ୟକ୍ତିକୁ ଦାହ କରିବା ପ୍ରକ୍ରିୟା — The practice of cremating an effigy of the deceased made up of 'Palāṡa' leaves when his dead body can not be procured for cremation