ପର୍ଣ୍ଣ କୁଣ୍ଡ Parṇṇa kuṇḍa

  • ସଂ. ବି — ବୃତି; ଫୁଲ କଢ଼ିକୁ ରକ୍ଷା କରୁଥିବା କୋମଳ ପତ୍ରାଂଶ — Calix of a flower
  • ସଂ. ବି — ମୁକୁଳ ଉଦ୍ଗମ ଲାଗି ଚୂତଡାଳେ ବାନ୍ଧୁଅଛି ପର୍ଣ୍ଣକୁଣ୍ଡ—ରାଧାନାଥ. ଉର୍ବଶୀ।