ପର୍ଣ୍ଣ କୁଟୀ Parṇṇa kuṭī

  • ସଂ. ବି. (ମ. ପ. ଲୋ; ପର୍ଣ୍ଣ+କୁଟୀ) — ପତ୍ରକୁଡ଼ିଆ; ପଲା — A hut made of leaves
  • ସଂ. ବି. (ମ. ପ. ଲୋ; ପର୍ଣ୍ଣ+କୁଟୀ) — ମୁନିଙ୍କ ପଲା — Hermitage; arbour