ପର୍ଜ୍ଜନ୍ୟ Parjjanya

  • ସଂ. ବି. (ପୃଜ୍. ଧାତୁ=ପାଣି ଛିଞ୍ଚିବା+କର୍ତ୍ତୃ. ଅନ୍ୟ; ନିପାତନ) — ଶବ୍ଦକାରୀ ମେଘ — Thunder cloud; rain cloud
  • ସଂ. ବି. (ପୃଜ୍. ଧାତୁ=ପାଣି ଛିଞ୍ଚିବା+କର୍ତ୍ତୃ. ଅନ୍ୟ; ନିପାତନ) — ଇନ୍ଦ୍ର — God Indra