ପର୍ଜାଏତ୍ Par-jāet

  • ପ୍ରାଦେ. (ସମ୍ବଲପୁର) ବି. (ପର=ଅନ୍ୟ+'ଜାତି' ସ୍ଥଳରେ 'ଜାଏତ୍' ଉଚ୍ଚାରଣ; ତୁଳ. ନଦୀ=ନଏଦ୍ ଓ ରାତି =ରାଏତ୍) — ଅନ୍ୟ ଜାତି — Another caste
  • ଦେ. ବିଣ — ଅନ୍ୟଜାତୀୟ; ଅସବର୍ଣ୍ଣ — Belonging to another caste