ପରୋକ୍ଷ ଭୋଗ Paroksha bhoga

  • ଦେ. ବି. (ହିନ୍ଦୁ ଆଇନ୍) — ପ୍ରକୃତ ଅଧିକାରୀର ଅନୁପସ୍ଥିତି ବା ଅଜ୍ଞାତରେ ଅନ୍ୟ ବ୍ୟକ୍ତି ଦ୍ୱାରା ତାହାର ସମ୍ପତ୍ତିର ଉପଭୋଗ — (Hindu law) Enjoyment of one's property by another in his absence or without his knowledge