ପରୁଆ (ଇତ୍ୟାଦି) Paruā (etc)

  • ବୈଦେ. ବି. (ଫା) — ପର୍ଉଆ ଇତ୍ୟାଦି (ଦେଖ) — Par-uā etc. (See)
  • ବୈଦେ. ବି. (ଫା) — ଚାଳଖଣ୍ଡି ବନ୍ଧା ଦେଲେ ରାମହରି ମନରେ ପରୁଆ ନାହିଁ। ଭିକାରୀ, ସାନ୍ତିଆ ବାହା।
  • ପ୍ରାଦେ. (ବସ୍ତର) ବି (ସଂ. ପାରାବତ) — ପାରା — Pigeon