ପରୀକ୍ଷିତ Parīkshita

  • ସଂ. ବି. (ପରି+କ୍ଷି ଧାତୁ+କର୍ମ.ତ) — ପରୀକ୍ଷିତ୍ (ଦେଖ) — Parīkshit (See)
  • ବିଣ—(ପରି+ଈକ୍ଷିତ) — ଯାହାକୁ ପରୀକ୍ଷା କରା ଯାଇଅଛି — Examined; tried; investigated; experimented
  • ବିଣ—(ପରି+ଈକ୍ଷିତ) — ଅନୁଭବ ଦ୍ୱାରା ଦେଖା ଯାଇଥିବା — Tested by experience