ପରିହାସ Parihāsa
- ସଂ. ବି. (ପରି+ହସ୍ ଧାତୁ+ଭାବ. ଅ) — ଥଟ୍ଟା — Jesting; mockery
- ସଂ. ବି. (ପରି+ହସ୍ ଧାତୁ+ଭାବ. ଅ) — କୌତୁକ — Sport; mirth
- ସଂ. ବି. (ପରି+ହସ୍ ଧାତୁ+ଭାବ. ଅ) — ଉପହାସ — Ridicule; laughter; jeering
- ସଂ. ବି. (ପରି+ହସ୍ ଧାତୁ+ଭାବ. ଅ) — [ ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହ଼ୃତ ହୁଏ, ଯଥା—ହାସ ପରିହାସ, ଥଟ୍ଟା ପରିହାସ, କୌତୁକ ପରିହାସ। ]
- ସଂ. ବି. (ପରି+ହସ୍ ଧାତୁ+ଭାବ. ଅ) — କ୍ରୀଡ଼ା; ଖେଳ; (ହି. ଶ) — Play