ପରିହସିତ Parihasita

  • ସଂ. ବିଣ. ପୁଂ. (ପରି+ହସ୍ ଧାତୁ+କର୍ମ. ତ) — ଯାହାକୁ ଥଟ୍ଟା ବା ଉପହାସ କରାଯାଏ — Laughed at; jeered at
  • ବି—(+ଭାବ. ତ) — ପରିହାସ — Jest