ପରିହରିବା Pariharibā

  • ଦେ. କ୍ରି (ପଦ୍ୟ) (ସଂ. ପରିହରଣ) — ପରିହାର କରିବା; ତ୍ୟାଗ କରିବା — To abandon; to shun; to avoid
  • ଦେ. କ୍ରି (ପଦ୍ୟ) (ସଂ. ପରିହରଣ) — ଭେଦମତି ପରିହରି ସଂହତି ବନ୍ଧନେ ବଦ୍ଧ ହେବେ ଆର୍ଯ୍ୟଭୂମେ ଆର୍ଯ୍ୟସୁତେ ଯେତେ— ରାଧାନାଥ—ମହାଯାତ୍ରା।