ପରିହରଣ Pariharaṇa

  • ସଂ. ବି—(ପରି+ହୃ ଧାତୁ+ଭାବ. ଅନ) — ହାନି — Loss
  • ସଂ. ବି—(ପରି+ହୃ ଧାତୁ+ଭାବ. ଅନ) — କ୍ଷୀଣତା — Weakness; feebleness
  • ସଂ. ବି—(ପରି+ହୃ ଧାତୁ+ଭାବ. ଅନ) — ପରିହାର; ପରିତ୍ୟାଗ; ବର୍ଜ୍ଜନ — Abandonment; relinquishment
  • ସଂ. ବି—(ପରି+ହୃ ଧାତୁ+ଭାବ. ଅନ) — (ଦୋଷ) ଛଡ଼ାଇବା; ସ୍ଖାଳନ; ନିରାକରଣ — Repelling; removing; refutation
  • ସଂ. ବି—(ପରି+ହୃ ଧାତୁ+ଭାବ. ଅନ) — କୌଣସି ବସ୍ତୁକୁ ଅଧିକାରୀର ବିନାନୁମତିରେ ଜବରଦସ୍ତି ଛଡ଼ାଇ ନେବା — Snatching away by force