ପରିହରଣୀୟ Pariharaṇīya
- ସଂ. ବିଣ. (ପରି+ହୃ ଧାତୁ+କର୍ମ. ଅନୀୟ) — ପରିତ୍ୟାଗର ଉପଯୋଗୀ; ତ୍ୟାଜ୍ୟ — Fit to be abandoned or shunned
- ସଂ. ବିଣ. (ପରି+ହୃ ଧାତୁ+କର୍ମ. ଅନୀୟ) — ଗ୍ରହଣ ଯୋଗ୍ୟ; ଗ୍ରାହ୍ୟ — Fit to be taken; acceptable
- ସଂ. ବିଣ. (ପରି+ହୃ ଧାତୁ+କର୍ମ. ଅନୀୟ) — ଛଡ଼ାଇ ନେବାର ଯୋଗ୍ୟ — Fit to be snatched away
- ସଂ. ବିଣ. (ପରି+ହୃ ଧାତୁ+କର୍ମ. ଅନୀୟ) — ନିବାରଣୀୟ — Preventible