ପରିସ୍ୟନ୍ଦ Parisyanda

  • ସଂ. ବି. (ପରି+ସ୍ୟନ୍ଦ୍ ଧାତୁ+ଭାବ. ଅ) — ଝରିବା — Oozing
  • ସଂ. ବି. (ପରି+ସ୍ୟନ୍ଦ୍ ଧାତୁ+ଭାବ. ଅ) — ଟୋପା ଟୋପା ପଡ଼ିବା — Dropping
  • ସଂ. ବି. (ପରି+ସ୍ୟନ୍ଦ୍ ଧାତୁ+ଭାବ. ଅ) — ସ୍ରୋତଃ — Flow; stream