ପରିସ୍ରୁତ Parisruta
- ସଂ. ବିଣ. (ପରି+ସ୍ରୁ ଧାତୁ=ସ୍ରବିବା+କର୍ତ୍ତୃ. ତ) — ଟୋପା ଟୋପୋ ହୋଇ ଝରିବା; କ୍ଷାରିତ — Falling by drops; trickled
- ସଂ. ବିଣ. (ପରି+ସ୍ରୁ ଧାତୁ=ସ୍ରବିବା+କର୍ତ୍ତୃ. ତ) — ଅର୍କ ବାହାର କରିବା ପ୍ରକ୍ରିୟାଦ୍ୱାରା ଝରିଥିବା; କ୍ଷରିତ — Distilled
- ସଂ. ବି (ବୈଦିକ) — ଅତର; ପୁଷ୍ପସାର — Essence of flowers; otto