ପରିସ୍ରାବ Parisrāba
- ସଂ. ବି. (ପରି+ସ୍ରାବ) — ପାଣିର ବୋହିଯିବା — Efflux; flow of water
- ସଂ. ବି. (ପରି+ସ୍ରାବ) — (ଆଧୁନିକ ରସାୟନ) ଛାଙ୍କିବା; କୌଣସି ଜଳୀୟ ପଦାର୍ଥକୁ କ୍ଷାରଜଳ ସହିତ ଆଲୋଡ଼ିତ କରି ଲୁଗାରେ ଛାଣିନେବା ପ୍ରକ୍ରିୟା — 3. The process of sifting a liquid after mixing it with ash-water
- ସଂ. ବି. (ପରି+ସ୍ରାବ) — ଜଳୀୟ ପଦାର୍ଥକୁ ନିଆଁରେ ବସାଇ ତହିଁର ବାମ୍ଫକୁ ଥଣ୍ଡା କରି ଅର୍କ ବାହାର କରିବା ପ୍ରକ୍ରିୟା; ଚୁଆଁଇବା — Distillation
- ଦେ. ବି. (ସଂ. ପ୍ରସ୍ରାବ) — ମୂତ୍ର; ମୂତ — Urine
- ଦେ. ବି. (ସଂ. ପ୍ରସ୍ରାବ) — ମୂତ୍ର ତ୍ୟାଗ — Urination