ପରିସ୍ଫୁରଣ Parisphuraṇa

  • ସଂ. ବି. (ପରି+ସ୍ଫୁରଣ) — ଆଖି ମିଟିକା ମାରି ଚାହିଁବା — Glancing
  • ସଂ. ବି. (ପରି+ସ୍ଫୁରଣ) — କଢ଼ି ଫୁଟିବା — Budding; shooting
  • ସଂ. ବି. (ପରି+ସ୍ଫୁରଣ) — ଠକ ଠକ ଡେଇଁବା; ସ୍ପନ୍ଦନ — Palpitation; quivering; throbbing
  • ସଂ. ବି. (ପରି+ସ୍ଫୁରଣ) — ଉଜ୍ଜ୍ୱଳ ଭାବରେ ଦେଖାଯିବା; ଶୋଭା ପାଇବା — Shining forth