ପରିସ୍ଥୟ Paristhaya

  • ଦେ. ବି. (ସଂ. ପରିସ୍ଥାନ) — ସ୍ଥିରତା — Fixity; fixedness
  • ଦେ. ବି. (ସଂ. ପରିସ୍ଥାନ) — ନିଶ୍ଚୟ — Certainty
  • ଦେ. ବି. (ସଂ. ପରିସ୍ଥାନ) — (ଯଥା—ତା କଥାରୁ କିଛି ପରିସ୍ଥୟ ମିଳିଲା ନାହିଁ।)