ପରିସ୍ଥିତି Paristhiti
- ସଂ. ବି. (ପରି+ସ୍ଥା. ଧାତୁ+ଭାବ. ତି) — ଅବସ୍ଥା; ଅବସ୍ଥାନ; ନିର୍ଣ୍ଣୟ — State; condition
- ସଂ. ବି. (ପରି+ସ୍ଥା. ଧାତୁ+ଭାବ. ତି) — ଚାରିଆଡ଼ର ଅବସ୍ଥା — All circumstances taken together
- ସଂ. ବି. (ପରି+ସ୍ଥା. ଧାତୁ+ଭାବ. ତି) — ପରିସ୍ଥାନ (ଦେଖ) — Paristhāna (See)