ପରିସ୍ତୋମ Paristoma

  • ସଂ. ବି. (ପରି+ସ୍ତୋମ୍ ଧାତୁ=ପ୍ରଶଂସା କରିବା+କର୍ମ. ଅ) — ହାତୀ ପିଠିରେ ପଡ଼ିବା ଚିତ୍ରିତ କମ୍ବଳ; ହାତୀଝୁଲା — The pictured covering over an elephant; the coloured housings of an elephant
  • ସଂ. ବି. (ପରି+ସ୍ତୋମ୍ ଧାତୁ=ପ୍ରଶଂସା କରିବା+କର୍ମ. ଅ) — ଘୋଡ଼ଶୀ; ଘଟାଟୋପ — Coverlet
  • ସଂ. ବି. (ପରି+ସ୍ତୋମ୍ ଧାତୁ=ପ୍ରଶଂସା କରିବା+କର୍ମ. ଅ) — ଗଦି — Cushion (Apte)