ପରିସିଦ୍ଧି Parasiddhi

  • ଗ୍ରା. (ପଦ୍ୟ) ବି. (ସଂ. ପ୍ରସିଦ୍ଧି) — ପ୍ରସିଦ୍ଧି; ଖ୍ୟାତି — Celebrity
  • ଗ୍ରା. ବିଣ. — ପ୍ରସିଦ୍ଧ — Celebrated
  • ଗ୍ରା. ବିଣ. — ସୁବଳ ସ୍ତୋକ କୃଷ୍ଣ ଆଦି ଏମନ୍ତେ ନାମ ପରିସିଦ୍ଧି। ଜଗନ୍ନାଥ, ଭାଗବତ।