ପରିସର୍ଯ୍ୟା Parisarj̄yā
- ସଂ. ବି. (ପରି+ସୃ ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ଚାରି ଆଡ଼କୁ ଗମନ — Going towards all sides
- ସଂ. ବି. (ପରି+ସୃ ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ବିଞ୍ଚି ହୋଇଯିବା — 1. The condition of being strewn about
- ସଂ. ବି. (ପରି+ସୃ ଧାତୁ+ଭାବ. ଯ+ସ୍ତ୍ରୀ. ଆ) — ସେବା — Service; personal attendance. (M.W.)