ପରିସର୍ପ Parisarpa

  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — କୌଣସି ବସ୍ତୁ ବା ବ୍ୟକ୍ତିକୁ ଖୋଜିବାକୁ ଯିବା — Going about in search of
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — ପଶ୍ଚାଦ୍ଧାବନ — Pursuing
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — ଟହଲିବା — Walking about; roving
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — ବେଢ଼ିବା; ପରିବେଷ୍ଟନ — Surrounding; encircling
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ସର୍ପବିଶେଷ — A species of serpent
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — କ୍ଷୁଦ୍ର କୁଷ୍ଠବିଶେଷ — Name of a mild form of leprosy. (M.W.)
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — [ଦ୍ର—ସୁଶ୍ରୁତ ଅନୁସାରେ 11 ପ୍ରକାର କ୍ଷୁଦ୍ର କୁଷ୍ଠ ରୋଗ୍ୟମଧ୍ୟରୁ ଏହା ଏକତମ; ଏଥିରେ ଦେହରେ ଛୋଟ ଛୋଟ ବ୍ରଣ ପରି ଫଳିଯାଏ ଓ ତାହା ଦେହ ତମାମ କ୍ରମଶଃ ବ୍ୟାପେ। ଏ ବିଷ୍ଫୋଟକରୁ ପୂଜ ବାହାରେ। ହି. ଶ.] — [ଦ୍ର—ସୁଶ୍ରୁତ ଅନୁସାରେ11ପ୍ରକାର କ୍ଷୁଦ୍ର କୁଷ୍ଠ ରୋଗ୍ୟମଧ୍ୟରୁ ଏହା ଏକତମ; ଏଥିରେ ଦେହରେ ଛୋଟ ଛୋଟ ବ୍ରଣ ପରି ଫଳିଯାଏ ଓ ତାହା ଦେହ ତମାମ କ୍ରମଶଃ ବ୍ୟାପେ ଏ ବିଷ୍ଫୋଟକରୁ ପୂଜ ବାହାରେ ହି. ଶ.]
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — (+ଭାବ. ଅ) କୌଣସି ବ୍ୟକ୍ତିର ଠିକଣା ଜଣା ନ ଥିବା ସ୍ଥଳରେ ସେ ଯେଉଁ ବାଟରେ ଯାଇଅଛି ତହିଁରେ ପରିଲକ୍ଷିତ ଚିହ୍ନ, ଖୋଜ ଆଦି ଦ୍ୱାରା ଉକ୍ତ ବ୍ୟକ୍ତିକୁ ଖୋଜିବା — Tracking a person by following his foot- steps or other signs left by him
  • ସଂ. ବି. (ପରି+ସୃପ୍ ଧାତୁ+ଭାବ. ଅ) — (+ଭାବ. ଅ) ଭୂମିରେ ଘୁଷୁରି ଘୁଷୁରି ଯିବା (ହି. ଶ.) — Crawling