ପରିସରଣ Parisaraṇa

  • ସଂ. ବି. (ପରି+ସୃ ଧାତୁ+ଭାବ. ଅନ) — ମୃତ୍ୟୁ — Death; decease; demise
  • ସଂ. ବି. (ପରି+ସୃ ଧାତୁ+ଭାବ. ଅନ) — ପରାଜୟ — Defeat
  • ସଂ. ବି. (ପରି+ସୃ ଧାତୁ+ଭାବ. ଅନ) — ଟହଲିବା — Walk or moving about