ପରିସଂଖ୍ୟାନ Parisaṁkhyāna

  • ସଂ. ବି. (ପରି+ସଂଖ୍ୟାନ) — ପରିସଂଖ୍ୟା 1, 2, 3 (ଦେଖ) — ପରିସଂଖ୍ୟା, 2, 3(ଦେଖ)—. Parisaṁkhyā. , 2, 3. (See)
  • ସଂ. ବି. (ପରି+ସଂଖ୍ୟାନ) — ସମୁଚିତ ବିବେଚନ ବା ବିଚାର — Proper estimate; correct judgment. (Apte)