ପରିଷ୍କାର Parishkāra
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ଶୋଧନ; ସଂସ୍କାର; ଶୁଦ୍ଧି — Purification
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ପାକ କରଣ — Dressing; cooking
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — (+କର୍ମ. ଅ) ଗୃହର ଉପକରଣାଦି — Domestic furnitures and utensils
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ସଂଯମ; ଇନ୍ଦ୍ରୟନିରୋଗ — Self discipline
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ସ୍ୱଚ୍ଛତା; ନିର୍ମଳତା — Transparency; clearness
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ଶୋଭା — Beauty; grace
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — (+କର୍ମ. ଅ) ଅଳଙ୍କାର (ହି. ଶ) — Ornament; decoration
- ସଂ. ବି. (ପରି+କୃ ଧାତୁ+ଭାବ. ଅ; 'ସ'ର ଆଗମ) — ଦୀକ୍ଷାଗ୍ରହଣ — Initiation (M.W.)
- ଦେ. ବିଣ. (ସଂ. ପରିଷ୍କୃତ) — ପରିଷ୍କୃତ — Cleansed
- ଦେ. ବିଣ. (ସଂ. ପରିଷ୍କୃତ) — ନିର୍ମଳ; ସଫା — Clean
- ଦେ. ବିଣ. (ସଂ. ପରିଷ୍କୃତ) — ଯଥା—ପରିଷ୍କାର ଜଳ।
- ଦେ. ବିଣ. (ସଂ. ପରିଷ୍କୃତ) — ସ୍ୱଚ୍ଛ — Clear