ପରିଷ୍କନ୍ଦ Parishkanda

  • ସଂ. ବି — ପିତାମାତା ଛଡ଼ା ଅନ୍ୟ ବ୍ୟକ୍ତି ଦ୍ୱାରା ପାଳିତ ପୁତ୍ର; ଦୁଲାଳ — Foster child
  • ସଂ. ବି — ଭୃତ୍ୟ — Servant. (M.W.)
  • ସଂ. ବି — ଗାଡ଼ି ପାଖେ ପାଖେ ଦଉଡ଼ିବା ଚାକର — A servant running by the side of a carriage
  • ସଂ. ବି — ମନ୍ଦିର — Temple. (M.W.)