ପରିଷଦ୍ Parishad
- ସଂ. ବି. (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; 1 ମା. 1 ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି) — ସଭା; ମଣ୍ଡଳୀ — Assembly; meeting
- ସଂ. ବି. (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; 1 ମା. 1 ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି) — ଏକ ବିଂଶତିର ଅନ୍ୟୂନ ନ୍ୟାୟବେଦବେଦାନ୍ତକୁଶଳ ପଣ୍ଡିତମାନଙ୍କର ସଭା — A meeting of not less than 1 learned men
- ସଂ. ବି. (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; 1 ମା. 1 ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି) — ସମୂହ — Assemblage
- ସଂ. ବି. (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; 1 ମା. 1 ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି) — (+କର୍ତ୍ତୃ. କ୍ୱିପ୍) ସଭାର ସଭ୍ୟ — A member of an assembly. (M.W.)
- ସଂ. ବି. (ପରି=ଏକତ୍ର+ସଦ୍ ଧାତୁ=ଯିବା, ବସିବା+ ଅଧିକରଣେ କ୍ୱିପ୍=ପରିଷତ୍; 1 ମା. 1 ବ; ଯେଉଁଠାକୁ ଅନେକ ଲୋକ ଏକତ୍ର ଯାଆନ୍ତି) — ଦର୍ଶକ — Spectator. (M.W.)