ପରିଶ୍ରୁତ Pariṡṛuta

  • ସଂ. ବିଣ. (ପରି+ଶ୍ରୁ ଧାତୁ=ଶୁଣିବା+କର୍ମ. ତ) — ଯାହା ଶୁଣା ଯାଇଅଛି — Heard
  • ସଂ. ବିଣ. (ପରି+ଶ୍ରୁ ଧାତୁ=ଶୁଣିବା+କର୍ମ. ତ) — ବିଖ୍ୟାତ; ବିଶ୍ରୁତ — 1. Famous; celebrated