ପରିମଳ ମୟ Parimaḻa maya

  • ସଂ. ବିଣ. (ପରିମଳ+ ଯୁକ୍ତାର୍ଥେ. ମୟ) — ସୁବାସପୂର୍ଣ୍ଣ; ସୁଗନ୍ଧ— ଯୁକ୍ତ — Fragrant
  • ସଂ. ବିଣ. (ପରିମଳ+ ଯୁକ୍ତାର୍ଥେ. ମୟ) — ଦକ୍ଷିଣ ଦିଗରୁ ବହେ ମୃଦୁଳ ପରିମଳମୟ ମଳୟାନିଳ। ମଧୁସୂଦନ, ଛାନ୍ଦମାଳା।