ପରିବ୍ରାଜ୍ Paribrāj
- ସଂ. ବି. ପୁଂ.—(ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ କର୍ତ୍ତୃ. କ୍ୱିପ୍) — ପର୍ଯ୍ୟଟକ — Traveller
- ସଂ. ବି. ପୁଂ.—(ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ କର୍ତ୍ତୃ. କ୍ୱିପ୍) — ଭିକ୍ଷୁ; ଚତୁର୍ଥାଶ୍ରମଧର୍ମୀ ଯତି; ଚତୁର୍ଥ ଆଶ୍ରମ ଅବଲମ୍ବୀ ବ୍ୟକ୍ତି — Ascetic of the 4th or last religious stage of life
- ସଂ. ବି. ପୁଂ.—(ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ କର୍ତ୍ତୃ. କ୍ୱିପ୍) — ସନ୍ନ୍ୟାସୀ — A religious recluse
- ସଂ. ବିଣ — ଭ୍ରମଣକାରୀ — Travelling