ପରିବ୍ରାଜୀ Paribrājī
- ସଂ. ବିଣ. ସ୍ତ୍ରୀ—(ପରିବ୍ରାଜ+ ସ୍ତ୍ରୀ. ଈ) — ପରିବ୍ରାଜର ସ୍ତ୍ରୀ ଲିଙ୍ଗ — Feminine of paribrāja
- ସଂ. ବି. ସ୍ତ୍ରୀ — ପରିଭ୍ରମଣକାରିଣୀ ସ୍ତ୍ରୀ ଭିକ୍ଷୁ — A female itenerant ascetic
- ସଂ. ବି. ସ୍ତ୍ରୀ — ମହାମୁଣ୍ଡୀ; ବଡ଼ ଥାଲକୁଣୀ (ଲତା) — Sepheranthus Mollis (creeper)