ପରିବ୍ରାଜନ Paribrājana

  • ସଂ. ବି.—(ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଅନ) ପରିଭ୍ରମଣ — Travel
  • ସଂ. ବି.—(ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଅନ) ପରିବ୍ରଜ୍ୟା ଗ୍ରହଣ — The taking of the vow of a Paribrāja