ପରିବ୍ରଜ୍ୟା Paribrajyā

  • ସଂ. ବି. ସ୍ତ୍ରୀ— (ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଯ; ସ୍ତ୍ରୀ. ଆ) — ତପସ୍ୟା — Religious austerities
  • ସଂ. ବି. ସ୍ତ୍ରୀ— (ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଯ; ସ୍ତ୍ରୀ. ଆ) — ବାନପ୍ରସ୍ଥ ଆଶ୍ରମ ପରେ 4 ର୍ଥ ଆଶ୍ରମ ବା ଭିକ୍ଷୁ ବୃତ୍ତି ଅବଲମ୍ବନ ପୂର୍ବକ ନାନା ସ୍ଥାନ ପର୍ଯ୍ୟଟନ — ବାନପ୍ରସ୍ଥ ଆଶ୍ରମ ପରେ4ର୍ଥ ଆଶ୍ରମ ବା ଭିକ୍ଷୁ ବୃତ୍ତି ଅବଲମ୍ବନ ପୂର୍ବକ ନାନା ସ୍ଥାନ ପର୍ଯ୍ୟଟନ—. Religious mendicancy after completing the Bānaprastha stage of life
  • ସଂ. ବି. ସ୍ତ୍ରୀ— (ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଯ; ସ୍ତ୍ରୀ. ଆ) — ପରିବ୍ରାଜକ; ଧର୍ମାର୍ଥ ପରିଭ୍ରମଣ — Travel for religious purposes
  • ସଂ. ବି. ସ୍ତ୍ରୀ— (ପରି+ ବ୍ରଜ୍ ଧାତୁ= ଭ୍ରମଣ କରିବା+ ଭାବ. ଯ; ସ୍ତ୍ରୀ. ଆ) — ଇତସ୍ତତଃ ପରିଭ୍ରମଣ — Strolling or wandering from place to place