ପରିବୃତି Paribṛuti

  • ସଂ. ବି. (ପରି+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ତି) — ବେଷ୍ଟନ; ପରିଧି — Circumference
  • ସଂ. ବି. (ପରି+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ତି) — ବାଡ଼ — Fence
  • ସଂ. ବି. (ପରି+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ତି) — ଆବରଣ; ଢାଙ୍କୁଣୀ — Cover
  • ସଂ. ବି. (ପରି+ବୃତ୍ ଧାତୁ=ବର୍ତ୍ତମାନ ରହିବା+ଭାବ. ତି) — ଘେରିବା — Surrounding; standing round. (Apte)